ଯାଜପୁର ୨୯|୧୨: ସ୍ବାଭିମାନୀ ଜନନେତା ଅଶୋକ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମିନି ମାରାଥନ ଆୟେ।ଜିତ ହେ।ଇଛି । ଯାଜପୁର ଜିଲ୍ଲା ବରୁଆ ଠାରୁ ଏହି ମାରାଥନ ଆରମ୍ଭ ହୋଇ ବାଳାଶ୍ରମ ପଡିଆରେ ଶେଷ ହେ।ଇଥିଲା ଏହି ମାରାଥନ୍ । ଏଥିରେ ୪ହଜାରରୁ ଅଧିକ ପ୍ରତିଯେ।ଗୀ ଯେ।ଗ ଦେଇଥିଲେ । ଏହାପରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟେ।ଜନ କରାଯାଇଥିଲା । ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ପହଡ ଖୋଲିବା ପରେ ଅଶୋକ ଦାସ ସ୍କୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
from News7 http://bit.ly/2Qb2lWQ
ସ୍ବାଭିମାନୀ ଜନ ନେତା ଅଶୋକ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମିନି ମାରାଥନ୍
Reviewed by SUBHENDU BARAL
on
December 29, 2018
Rating:
No comments: