
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁରୁଣା ମେଡିକାଲ ପରିସରରେ ଥିବା ଏସ୍ବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି।
ସୂଚନା ଅନୁସାରେ ଗତକାଲି ରାତିରେ ଲୁଟେରାମାନେ ଏଟିଏମ୍ ଭିତରେ ପଶି ପ୍ରଥମେ ସିସିଟିଭି କ୍ୟାମେରାର ତାରକୁ କାଟିବା ପରେ ଲୁଟ୍ ଉଦ୍ୟମ କରିଥିଲେ। ଏଟିଏମ୍ର ଆଇରନ ଚେଷ୍ଟ ଭାଙ୍ଗିବାକୁ ଚେଷ୍ଟା କରି ସେମାନେ ବିଫଳ ହେବାରୁ ଚାଲି ଯାଇଥିଲେ। ଏହି ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from OTV Khabar https://ift.tt/2yUZDhU
ଏଟିଏମରୁ ଲୁଟ୍ ଉଦ୍ୟମ ବିଫଳ Rosalin Rath
Reviewed by SUBHENDU BARAL
on
October 21, 2018
Rating:
No comments: