
ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ମୟୂରଝାଲିଆ ଗାଁରେ ହାତୀ ଉପଦ୍ରବ ଦେଖା ଦେଇଛି। ଗାଁ ଭିତରେ ପଶି ହାତୀ ଧାନ ଫସଲ ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି।
ଦୀର୍ଘ ୧୦ ଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତୀ ଉପଦ୍ରବ ପରେ ମଧ୍ୟ ବନବିଭାଗ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଲୋକଙ୍କ ସମସ୍ୟା ବିଷୟରେ ବୁଝୁନଥିବା ଲୋକେ କହିଛନ୍ତି।
from OTV Khabar https://ift.tt/2OZRq5W
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ Rosalin Rath
Reviewed by SUBHENDU BARAL
on
October 16, 2018
Rating:
No comments: