ବଲାଙ୍ଗିର ୨୧/୧୦ : ବଲାଙ୍ଗୀର ଟାଉନ ଥାନା ମାଲପଡା ରାମ ମନ୍ଦିର ନିକଟରେ ଘଟିଛି ଅଘଟଣ | ମାଲପଡା ରାମ ମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଫାଟିଲା ଗ୍ୟାସ ସିଲିଣ୍ଡର | ଅଳ୍ପକେ ବର୍ତ୍ତିଲେ ପରିବାରର ୩ ସଦସ୍ୟ | ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡି ଯାଇଛି | ଦୁଇଟି ଗ୍ୟାସ ସିଲିଣ୍ଡର ଲିକ୍ ହେବା ଯୋଗୁଁ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା |
from News7 https://ift.tt/2P6QPj5
ବଲାଙ୍ଗୀରରେ ଫାଟିଲା ଗ୍ୟାସ ସିଲିଣ୍ଡର; ଉଡ଼ିଗଲା ରୋଷେଇଘର ଛାତ, ଅଳ୍ପକେ ବର୍ତ୍ତୀଲେ ୩ ଜଣ
Reviewed by SUBHENDU BARAL
on
October 21, 2018
Rating:

No comments: