ଭୁବନେଶ୍ବର ୨୫|୧୦: ଆସନ୍ତା ୨୭ ତାରିଖରେ ଚେନ୍ନାଇ ଆଖପାଖ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହୋଇପାରେ । ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ୨୮ରୁ ୩୦ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ବାୟୁମଣ୍ଡଳରେ ରହିଥିବା ଟ୍ରଫ୍ ପ୍ରଭାବରେ ସାମାନ୍ୟ ବୃଷ୍ଟିପାତ ହୋଇଛି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ଓ ଏହାର ଆଖପାଖ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେ।ଇଛି ।
from News7 https://ift.tt/2EMRGkP
ଆସନ୍ତା ୨୮ରୁ ୩୦ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
Reviewed by SUBHENDU BARAL
on
October 25, 2018
Rating:
No comments: