ନିଆଳି ୨୧|୧୦: ୧୨ ବର୍ଷର ନାବାଳକକୁ ଛୁରାମାଡ ହୋଇଛି । ନିଆଳି ରାଣଓଳା ପଞ୍ଚାୟତ ଅଳତଳଙ୍ଗ ଗାଁରେ ଘଟିଛି ଏଭଳି ଘଟଣା । ପିଲା ଜଣକ ଖେଳୁଥିବାବେଳେ ଜଣେ ଦୁର୍ବୃତ୍ତ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ନାବାଳକ ସେହି ଗାଁର ରତ୍ନାକର ମହାନ୍ତିଙ୍କ ପୁଅ କ୍ଷମା ସାଗର । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଡଶପୁର ମେଡିକାଲ ଓ ପରେ ଭୁବନେଶ୍ବରର ଏକ ଘରେ।ଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଛୁରାମାଡର କାରଣ ଜଣାପଡିନଥିବାବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ପେ।ଲିସ ।
from News7 https://ift.tt/2PaD56N
ନିଆଳିରେ ୧୨ ବର୍ଷର ନାବାଳକକୁ ଦୁର୍ବୃତ୍ତଙ୍କ ଛୁରାମାଡ
Reviewed by SUBHENDU BARAL
on
October 21, 2018
Rating:
No comments: