ଏ କେ-୪୭ ହଜିବା ଘଟଣାରେ କନଷ୍ଟେବଳ ଅଭିମନ୍ୟୁ ସାହୁ ନିଲମ୍ବିତ

ଢେଙ୍କାନାଳ ୧୬/୧୦ : ଇଭିଏମ୍ ଭିଭିପାଟ ଆଣୁଥିବା ବେଳେ ଜବାନଙ୍କ AK-47 ଗାଏବ ଘଟଣାରେ କନଷ୍ଟେବଳ ଅଭିମନ୍ୟୁ ସାହୁ ନିଲମ୍ବିତ ହୋଇଛନ୍ତି | କନଷ୍ଟେବଲଙ୍କୁ ନିଲମ୍ବନ କରିଛନ୍ତି ଢେଙ୍କାନାଳ ଏସ୍ପି | ସ୍ବତନ୍ତ୍ର ପତ୍ର ବାହାକ ଯୋଗେ ନିଲମ୍ବନ ଆଦେଶ ହାଇଦ୍ରାବାଦ ପଠାଯାଇଥିଲା | ହାଇଦ୍ରାବାଦରୁ ଇଭିଏମ୍ ଭିଭିପାଟ ଆଣୁଥିବା ବେଳେ ବିଜୟନଗରମ ଢେଙ୍କାନାଳ ପୋଲିସର AK-47 ଗାଏବ ହୋଇଯାଇଥିଲା | ରାତି ପାଖାପାଖି ୨ଟା ବେଳେ କଣ୍ଟେନର ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳଙ୍କ ଏ କେ-୪୭ ତାଙ୍କ ପାଖରେ ନଥିଲା | କନେଷ୍ଟବଳ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପୋଲିସରେ କାର୍ଯ୍ୟରତ ଥିଲେ ଅଭିମନ୍ୟୁ ସାହୁ |



from News7 https://ift.tt/2PB24gt
ଏ କେ-୪୭ ହଜିବା ଘଟଣାରେ କନଷ୍ଟେବଳ ଅଭିମନ୍ୟୁ ସାହୁ ନିଲମ୍ବିତ ଏ କେ-୪୭ ହଜିବା ଘଟଣାରେ କନଷ୍ଟେବଳ ଅଭିମନ୍ୟୁ ସାହୁ ନିଲମ୍ବିତ Reviewed by SUBHENDU BARAL on October 16, 2018 Rating: 5

No comments:

Powered by Blogger.