ଗଜପତି ୧୬/୧୦ : ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତର ବାରଘର ଗାଁରେ ବାତ୍ୟା ତିତିଲି ଓ ପରବର୍ତ୍ତୀ ବନ୍ୟା ପ୍ରଭାବରେ ପହାଡ ଧଷି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା | ତେବେ ଆଉ ୩ ଜଣ ଗତ ୫ ଦିନ ହେଲା ନିଖୋଜ ଥିଲେ | ସେହି ୩ଜଣଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି | ବାରଘର ଗ୍ରାମବାସୀ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଗଙ୍ଗାବାଡକୁ ପଠାଇଦିଆଯାଇଛି |
from News7 https://ift.tt/2P02y2x
ଗଜପତି ପାହାଡ ଧସିବା ଘଟଣାରେ ମିଳିଲା ଆଉ ୩ଜଣଙ୍କ ମୃତଦେହ
Reviewed by SUBHENDU BARAL
on
October 16, 2018
Rating:
No comments: