‘କେବିସି’ରେ କୋରାପୁଟର ଏହି ବ୍ୟକ୍ତି ଜିତିଲେ ୨୫ ଲକ୍ଷ

61

କୋରାପୁଟ(ଓଡ଼ିଶା ରିପୋର୍ଟର): ଛୋଟ ପରଦାରେ ପ୍ରସାରିତ ହେଉଥିବା ରିଅଲିଟି ଶୋ’ ‘କୌନ୍ ବନେଗା କରୋଡପତି’ (କେବିସି)ରେ କୋରାପୁଟର ଜଣେ ପ୍ରତିଯୋଗୀ ୨୫ ଲକ୍ଷ ଟଙ୍କା ଜିତିଛନ୍ତି।। ତାଙ୍କ ନାଁ ଏନ୍‌.ରବି କୁମାର।। ସେ ଦାମନଯୋଡ଼ି ସ୍ଥିତ ‘ନାଲକୋ’ରେ କାର୍ଯ୍ୟ କରନ୍ତି।

ଏନ୍‌.ରବି ଦାମନଯୋଡ଼ି ଫେରିବା ପରେ ତାଙ୍କ ଘରେ ସ୍ଥାନୀୟ ଲୋକ ଓ ଶୁଭେଚ୍ଛୁଙ୍କ ଭିଡ଼ ଲାଗିଛି। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଛନ୍ତି।

କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ସେ ‘କେବିସି’ରୁ ପୁରସ୍କୃତ ହୋଇଛନ୍ତି।



from Odisha Reporter
‘କେବିସି’ରେ କୋରାପୁଟର ଏହି ବ୍ୟକ୍ତି ଜିତିଲେ ୨୫ ଲକ୍ଷ ‘କେବିସି’ରେ କୋରାପୁଟର ଏହି ବ୍ୟକ୍ତି ଜିତିଲେ ୨୫ ଲକ୍ଷ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.