ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ । Kanak News

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ । ଏବେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ମ୍ୟାଚ ପରେ ପୁଲିସ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରିବ ବୋଲି ଆଡିସିିନାଲ ଡିସିପି କହିଛନ୍ତି । ସେପଟେ ମୃତଦେହ ନ ନେବାକୁ ଦିଲ୍ଲୀପଙ୍କ ପରିବାର ଲୋକ ପ୍ରଥମେ ଜିଦ୍ ଧରି ମଂଚେଶ୍ୱର ଥାନା ଆଗରେ ଧାରଣା ଦେଇଥିଲେ । ଏଫଆଇର କରି ମିଳିବା ପରେ ଏମ୍ସରେ ମୃତଦେହ ଗ୍ରହଣ କରି ଘରକୁ ନେଇଛନ୍ତି ।

The post ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ । first appeared on Kanak News.



from Kanak News https://ift.tt/geutxHJ https://ift.tt/9asBoDv
ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ । Kanak News ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ । Kanak News Reviewed by SUBHENDU BARAL on January 09, 2024 Rating: 5

No comments:

Powered by Blogger.