ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ । Kanak News

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିିପାଇଁ ସାରା ଦେଶରେ ଲୋକଙ୍କ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି ।ଏହା ଭିତରେ ସାମ୍ାକୁ ଆସିଛି ମନ୍ଦିର ଗର୍ଭ ଗୃହର ଆଉ ଏକ ଦୃଶ୍ୟ । ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ଦୃଶ୍ୟ ଦେଖିବାକୁ ମିଳିଛି । ପୁରା ମନ୍ଦିରରେ ଏଭଳି ୨୨ଟି ସୁନା କବାଟ ଲାଗିବାର ସୂଚନା ରହିଛି ।

The post ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ । first appeared on Kanak News.



from Kanak News https://ift.tt/vFpek02 https://ift.tt/kNEquw8
ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ । Kanak News ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ । Kanak News Reviewed by SUBHENDU BARAL on January 09, 2024 Rating: 5

No comments:

Powered by Blogger.