
କନକ ବ୍ୟୁରୋ : ଆଜିବି ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେଇଛି । ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରଭାବ ଦେଖାଦେଇଛି । ଏନେଇ ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଥିଲା । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ ।
ସେପଟେ ଦୁଇ ଦିନ ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
The post ଆଜି ବି ରାଜ୍ୟରେ କୁହୁଡି ପ୍ରଭାବ । ସତର୍କ ରହି ଗାଡ଼ି ଚଳାଇବାକୁ ଚାଳକଙ୍କୁ ପରାମର୍ଶ first appeared on Kanak News.
from Kanak News https://ift.tt/h2tvN1J https://ift.tt/DRUKXZB
ଆଜି ବି ରାଜ୍ୟରେ କୁହୁଡି ପ୍ରଭାବ । ସତର୍କ ରହି ଗାଡ଼ି ଚଳାଇବାକୁ ଚାଳକଙ୍କୁ ପରାମର୍ଶ Kanak News
Reviewed by SUBHENDU BARAL
on
January 10, 2024
Rating:
No comments: