ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- କର୍କଟ ନିଶାନ୍ତ ୦୫.୪୨ ଗତେ ସିଂହ । ତିଥି- ୩ୟା ଦିବା ୦୯.୪୪ ଗତେ ୪ର୍ଥୀ । ଘାତଚନ୍ଦ୍ର- ନିଶାନ୍ତ ୦୫.୪୨ ଗତେ କର୍କଟ ଓ ମକର ରାଶିର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନୀ-ଭୂମିଦାନ ।
ଶୁଭ ସମୟ
ପ୍ରାତଃ- ୦୭.୫୦ରୁ ୦୯.୦୬
ଦିବା- ୧୨.୧୦ରୁ ୦୧.୧୦
ଦିବା- ୦୨.୩୧ରୁ ୦୩.୦୩
ଦିବା- ୦୩.୪୭ରୁ ୦୩.୫୨
ରାତ୍ରି- ୦୨.୫୩ରୁ ୦୩.୪୬
ଅଶୁଭ ସମୟ
ରାହୁକାଳ - ଦିବା ୦୯.୦୬ରୁ ୧୦.୨୭
କାଳବେଳା- ପ୍ରାତଃ ୦୬.୨୪ରୁ ୦୭.୪୫ ଓ ଦିବା ୦୩.୫୨ ରୁ ୦୫.୧୩
ବାରବେଳା- ଦିବା ୦୧.୧୦ରୁ ୦୨.୩୧
କାଳରାତ୍ରି- ସନ୍ଧ୍ୟା ୦୫.୧୩ରୁ ୦୬.୫୨ ଓ ନିଶାନ୍ତ ୦୪.୪୫ ରୁ ୦୬.୨୪
from Latest Odisha News, Breaking News Today | Top Updates on Corona - OTV News https://ift.tt/SkiasRZ
Panchang Today 30 Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. Deepak Acharya
Reviewed by SUBHENDU BARAL
on
December 29, 2023
Rating:
No comments: