ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ ସୂଚନା । ଭୂକମ୍ପ ଯୋଗୁଁ ହୋଇଛି ଆଗ୍ନେୟ ଉଦଗିରଣ । Kanak News

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ଚୀନରେ ଶକ୍ତିଶାଳୀ ଭୁମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬.୨ ଥିବା ରେକର୍ଡ ହୋଇଛି । ଫଳରେ ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଭୂମିକମ୍ପ ପ୍ରଭାବରେ ଆଇସଲ୍ୟାଣ୍ଡରେ ଆଗ୍ନେୟ ଉଦଗିରଣ ମଧ୍ୟ ହୋଇଛି ।

ଉତ୍ତର-ପଶ୍ଚିମ ଚୀନର ଗାନ୍ସୁ-କିଙ୍ଗହାଇ ପ୍ରଦେଶରେ ୬.୨ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୧୧ ଅତିକ୍ରମ କରିଛି। କୁହାଯାଉଛି ଯେ ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ଅନେକ କୋଠା ମଧ୍ୟ ଭୁଶୁଡି ପଡ଼ିଛି ଏବଂ ଚାରିଆଡ଼େ ଚିତ୍କାର ଶୁଣିବାକୁ ମିଳିଥିଲା । ବେଜିଂ ରାଜଧାନୀଠାରୁ ପ୍ରାୟ ୧୪୫୦ କିଲୋମିଟର ଦକ୍ଷିଣ-ପଶ୍ଚିମଦିଗରେ ଅବସ୍ଥିତ ପ୍ରାଦେଶିକ ରାଜଧାନୀ ଗାନ୍ସୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

The post ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ ସୂଚନା । ଭୂକମ୍ପ ଯୋଗୁଁ ହୋଇଛି ଆଗ୍ନେୟ ଉଦଗିରଣ । first appeared on Kanak News.



from Kanak News https://ift.tt/yPZqjiz https://ift.tt/P1l7nph
ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ ସୂଚନା । ଭୂକମ୍ପ ଯୋଗୁଁ ହୋଇଛି ଆଗ୍ନେୟ ଉଦଗିରଣ । Kanak News ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ ସୂଚନା । ଭୂକମ୍ପ ଯୋଗୁଁ ହୋଇଛି ଆଗ୍ନେୟ ଉଦଗିରଣ । Kanak News Reviewed by SUBHENDU BARAL on December 18, 2023 Rating: 5

No comments:

Powered by Blogger.