
କନକ ବ୍ୟୁରୋ : ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ଡାଏମଣ୍ଡ ଲିଗ୍ ଟ୍ରଫି ଜିତିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ୮୮.୪୪ ମିଟର ଜାଭେଲିନ୍ ଫିଙ୍ଗି ଜିତିଛନ୍ତି । ପ୍ରଥମ ପ୍ରୟାସ ରେ ନୀରଜ ବିଫଳ ହୋଇଥିଲେ । ସୁଇଜରଲ୍ୟାଣ୍ଡର ଜୁରିକ ସହରରେ ପ୍ରତିଯୋଗିତା ଚାଲିଥିଲା ।
The post ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା : ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଏମଣ୍ଡ ଲିଗ୍ ଟ୍ରଫି first appeared on Kanak News.
from Kanak News https://ift.tt/zoVqdLB https://ift.tt/Jsrd8cZ
ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା : ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଏମଣ୍ଡ ଲିଗ୍ ଟ୍ରଫି Kanak News
Reviewed by SUBHENDU BARAL
on
September 08, 2022
Rating:
No comments: