ଆଜି ସିବିଏସଇ ରେଜଲ୍ଟ । ପ୍ରକାଶ ପାଇବ ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ Kanak News

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ସିବିଏସଇ ପରୀକ୍ଷା ଫଳ । ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ସକାଳ ୯ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସଂପର୍କୀତ ସୂଚନା ମିଳିବ । ଚଳିତବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷା ଦଶମ ଓ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷା ଦେଇଥିଲେ ।

ପିଲାଙ୍କ ପରୀକ୍ଷା ଫଳ www.cbse,gov.1n ୱେବସାଇଟ ସହ ଛାତ୍ରଛାତ୍ରୀଙ୍କ ଡିଜିଲକରରେ ମଧ୍ୟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ସେମାନଙ୍କ ଆଇଡି କାର୍ଡ ଓ ପାସୱାର୍ମଡ ଜରିଆରେ ଲଗଇନ୍ କରି ରେଜଲ୍ଟ ପାଇ ପାରିବେ । ତେବେ ଆଇସିଏସଇ ସମେତ ଅନ୍ୟ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିବାରୁ ସିବିଏସଇ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

The post ଆଜି ସିବିଏସଇ ରେଜଲ୍ଟ । ପ୍ରକାଶ ପାଇବ ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ first appeared on Kanak News.



from Kanak News https://ift.tt/mGHRl5I https://ift.tt/gj81nYI
ଆଜି ସିବିଏସଇ ରେଜଲ୍ଟ । ପ୍ରକାଶ ପାଇବ ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ Kanak News ଆଜି ସିବିଏସଇ ରେଜଲ୍ଟ । ପ୍ରକାଶ ପାଇବ ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ Kanak News Reviewed by SUBHENDU BARAL on July 21, 2022 Rating: 5

No comments:

Powered by Blogger.