ଏମବିବିଏସ ଓ ବିଡିଏସ ଡିଗ୍ରୀରେ ନାମଲେଖା ପାଇଁ ଆଜି ନିଟ୍ ଏଂଟ୍ରାନ୍ସ । ପରୀକ୍ଷା ଦେବେ ପ୍ରାୟ ୧୮ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ Kanak News

କନକ ବ୍ୟୁରୋ : ମେଡିକାଲ ପାଠ୍ୟକ୍ରମ ଏମବିବିଏସ ଓ ବିଡିଏସ ଡିଗ୍ରୀରେ ନାମଲେଖା ପାଇଁ ଆଜି ନ୍ୟାସନାଲ ଏଲିଜିବିଲିଟୀ ଏଂଟ୍ରାନ୍ସ ଟେଷ୍ଟ ବା ନିଟ୍-ୟୁଜି ପରୀକ୍ଷା ।ଚଳିତ ବର୍ଷ ଦେଶରେ ପରୀକ୍ଷା ଦେବେ ପ୍ରାୟ ୧୮ଲକ୍ଷ ୭୨ହଜାର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ୧୦ଲକ୍ଷ ୬୪ହଜାର ଛାତ୍ର ରହିଥିବାବେଳେ ପ୍ରାୟ ୮ଲକ୍ଷ ୭ହଜାର ଛାତ୍ରୀ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ପ୍ରାୟ ଅଢ଼େଇ ଲକ୍ଷ ଅଧିକ ପିଲା ପଞ୍ଜିକରଣ କରିଛନ୍ତି । ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହେବ । କିନ୍ତୁ ଅପରାହ୍ନ ସାଢ଼େ ଗୋଟାଏ ସୁଦ୍ଧା ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ କୁହାଯାଇଛି ।

The post ଏମବିବିଏସ ଓ ବିଡିଏସ ଡିଗ୍ରୀରେ ନାମଲେଖା ପାଇଁ ଆଜି ନିଟ୍ ଏଂଟ୍ରାନ୍ସ । ପରୀକ୍ଷା ଦେବେ ପ୍ରାୟ ୧୮ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ first appeared on Kanak News.



from Kanak News https://ift.tt/s5LGf30 https://ift.tt/R06bwzF
ଏମବିବିଏସ ଓ ବିଡିଏସ ଡିଗ୍ରୀରେ ନାମଲେଖା ପାଇଁ ଆଜି ନିଟ୍ ଏଂଟ୍ରାନ୍ସ । ପରୀକ୍ଷା ଦେବେ ପ୍ରାୟ ୧୮ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ Kanak News ଏମବିବିଏସ ଓ ବିଡିଏସ ଡିଗ୍ରୀରେ ନାମଲେଖା ପାଇଁ ଆଜି ନିଟ୍ ଏଂଟ୍ରାନ୍ସ । ପରୀକ୍ଷା ଦେବେ ପ୍ରାୟ ୧୮ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ Kanak News Reviewed by SUBHENDU BARAL on July 16, 2022 Rating: 5

No comments:

Powered by Blogger.