ଚାଷୀଙ୍କ ପାଇଁ ଘଡ଼ିକୁ ଘଡ଼ି ବଦଳୁଛି ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ। ମିଳିଛି ଏମିତି ଏକ ସରକାରୀ ବିଜ୍ଞପ୍ତି ପ୍ୟାକ୍ସ। ଲ୍ୟାମ୍ପସ ଓ ସ୍ୱୀକୃତି ପ୍ରାପ୍ତ ଡିଲର ଧାର୍ଯ୍ୟ ଦରରେ ଚାଷୀଙ୍କୁ ବିହନ ବିକିବାକୁ ଏଥିରେ ଉଲ୍ଲେଖ ରହିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/8GzYEcX
ଧାନ ବିହନ କିଣାରେ ଏ ଡିବିଟି କଣ Otv Khabar Bureau
Reviewed by SUBHENDU BARAL
on
May 29, 2022
Rating:
No comments: