ଢେଙ୍କାନାଳ ୨୮/୦୫ : ବୈଚାରିକ ସଂଘର୍ଷରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ହିନ୍ଦୁତ୍ବର ସମର୍ଥକ ବୋଲି ସଂଘର ପ୍ରଶିକ୍ଷଣ ଶିବିର ଉଦଜାପନୀ ଉତ୍ସବରେ ମତ ପ୍ରକାଶ ପାଇଛି। ଢେଙ୍କାନାଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଥମ ବର୍ଷ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି।
ଏହି ପ୍ରଶିକ୍ଷଣ ଶିବିରରେ ୧୬ଟି ଜିଲ୍ଲାର ୧୫୨ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଇଥିଲେ। ଶନିବାର ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଷର ଉଦଯାପନୀ ଉତ୍ସବ ଅବସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ବକ୍ତା ଭାବେ ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ଓ ପ୍ରାନ୍ତ ସଞ୍ଚାଳକ ସମୀର ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ।
from Prameya News7 https://ift.tt/vYTrWOQ
ଢ଼େଙ୍କାନାଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ଶିବିର ଉଦଯାପିତ
Reviewed by SUBHENDU BARAL
on
May 28, 2022
Rating:

No comments: