ଧାନ ବିହନ କିଣାରେ ଏ ଡିବିଟି କଣ Otv Khabar Bureau

ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଓ ଝିଅ ରିତିକା ତ୍ରିପାଠୀ। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ଘରୋଇ ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଥିଲା।



from Latest Odisha News, Breaking News Today | Top Updates on Corona - OTV News https://ift.tt/x605O9t
ଧାନ ବିହନ କିଣାରେ ଏ ଡିବିଟି କଣ Otv Khabar Bureau ଧାନ ବିହନ କିଣାରେ ଏ ଡିବିଟି କଣ Otv Khabar Bureau Reviewed by SUBHENDU BARAL on May 29, 2022 Rating: 5

No comments:

Powered by Blogger.