ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟରେ ସର୍ବକାଳୀନ ରେକର୍ଡ : ୨୦୨୧-୨୨ ଆର୍ଥିକ ବର୍ଷରେ ସଂଗ୍ରହ ହୋଇଛି ୧୪ ଲକ୍ଷ ୯ ହଜାର କୋଟିର ନେଟ୍ ପ୍ରତ୍ୟକ୍ଷ ଟିକସ Kanak News

କନକ ବ୍ୟୁରୋ : ପ୍ରତ୍ୟକ୍ଷ ଟିକସ ଆଦାୟରେ ରେକର୍ଡ । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ନେଟ୍ ପ୍ରତ୍ୟକ୍ଷ କର ୧୪ ଲକ୍ଷ ୯ ହଜାର ୬୪୦ କୋଟି ଆଦାୟ ହୋଇଛି । ପୂର୍ବ ବର୍ଷ ତୁଳନାରେ ଏହା ୪୯ ଦଶମିକ ଶୂନ ଦୁଇ ପ୍ରତିଶତ ବଢ଼ିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୧୬ ଲକ୍ଷ ୩୪ ହଜାର ୪୫୪ କୋଟି ମୋଟ୍ ପ୍ରତ୍ୟକ୍ଷ କର ସଂଗ୍ରହ ହୋଇଛି ।

ଓଡ଼ିଶାରେ ମଧ୍ୟ ନିର୍ଦ୍ଦାରିତ ଲକ୍ଷ୍ୟକୁ ଟପିଯାଇଛି ପ୍ରତ୍ୟକ୍ଷ ଟିକସ ଆଦାୟ । ଏହି ଆର୍ଥିକ ବର୍ଷରେ ୧୪ ହଜାର କୋଟି ଟଙ୍କାର ବଜେଟ ସଂଗ୍ରହ କରିବାକୁ ଲକ୍ଷ୍ୟ ଥିବା ବେଳେ ଏହା ଠାରୁ ଅଧିକ ୧୫ ହଜାର ୪୮୧ କୋଟି ଟଙ୍କାର ବଜେଟ ସଂଗ୍ରହ କରାଯାଇଛି । ଏହାସହ ୬ ହଜାର ୫୯୪ କୋଟି ଟଙ୍କାର ଟିସିଏସ୍ ସଂଗ୍ରହ କରାଯାଇଛି । ଓଡ଼ିଶାରେ ପ୍ରତ୍ୟକ୍ଷ କର ସଂଗ୍ରହ ମୁଖ୍ୟତଃ ଖଣି କ୍ଷେତ୍ରରୁ ଆସୁଛି, ଯାହା ମୋଟ ରାଜସ୍ୱର ୫୩ ପ୍ରତିଶତ । ଏହାସହ ବନ୍ଦର ବ୍ୟବସାୟରୁ ୨୨ ପ୍ରତିଶତ କର ଆଦାୟ ଦେଉଥିବା ଆୟକର ବିଭାଗ ସୂଚନା ଦେଇଛି ।

The post ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟରେ ସର୍ବକାଳୀନ ରେକର୍ଡ : ୨୦୨୧-୨୨ ଆର୍ଥିକ ବର୍ଷରେ ସଂଗ୍ରହ ହୋଇଛି ୧୪ ଲକ୍ଷ ୯ ହଜାର କୋଟିର ନେଟ୍ ପ୍ରତ୍ୟକ୍ଷ ଟିକସ first appeared on Kanak News.



from Kanak News https://ift.tt/SOZoIcm https://ift.tt/Xf3xZDK
ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟରେ ସର୍ବକାଳୀନ ରେକର୍ଡ : ୨୦୨୧-୨୨ ଆର୍ଥିକ ବର୍ଷରେ ସଂଗ୍ରହ ହୋଇଛି ୧୪ ଲକ୍ଷ ୯ ହଜାର କୋଟିର ନେଟ୍ ପ୍ରତ୍ୟକ୍ଷ ଟିକସ Kanak News ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟରେ ସର୍ବକାଳୀନ ରେକର୍ଡ : ୨୦୨୧-୨୨ ଆର୍ଥିକ ବର୍ଷରେ ସଂଗ୍ରହ ହୋଇଛି ୧୪ ଲକ୍ଷ ୯ ହଜାର କୋଟିର ନେଟ୍ ପ୍ରତ୍ୟକ୍ଷ ଟିକସ Kanak News Reviewed by SUBHENDU BARAL on April 26, 2022 Rating: 5

No comments:

Powered by Blogger.