ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର Chandan Shishu

ସ୍ୱରରେ ବି ଅମର...ସିଏ ପ୍ରଫୁଲ୍ଲ କର... କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଂଗୀତ ଜଗତକୁ ଆଚ୍ଛାଦିତ କରି ରଖିଥିବା ସେହି ଅମଳିନ ପ୍ରତିଭା। 



from Latest Odisha News, Breaking News Today | Top Updates on Corona - OTV News https://ift.tt/7xbCzSR
ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର Chandan Shishu ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର Chandan Shishu Reviewed by SUBHENDU BARAL on April 18, 2022 Rating: 5

No comments:

Powered by Blogger.