ଗୋମୂତ୍ରରେ ରହିଛି ଉତ୍ତମ ସ୍ୱାସ୍ଥ୍ୟର ମହୌଷଧି ଗୁଣ । ୩ ରୁ ୪ ଡ୍ରପ୍ ଗୋମୂତ୍ରର ସେବନରେ କ’ଣ ଲାଭ ମିଳେ ଆସନ୍ତୁ ଜାଣିବା  Kanak News

ହିନ୍ଦୁ ପରମ୍ପରାରେ ଗାଈକୁ ମା’ର ଆକ୍ଷା ଦିଆଯାଇଛି । ତେଣୁ ଗାଈଙ୍କୁ ନା କେବଳ ପୂଜା କରାଯାଏ ବରଂ କ୍ଷୀରକୁ ଅମୃତ ବୋଲି କୁହାଯାଏ । ତେବେ ଗୋମୂତ୍ରକୁ ମଧ୍ୟ ଅନେକ ପିଅନ୍ତି । କାରଣ ଅନେକ ରୋଗରୁ ରକ୍ଷା କରିଥାଏ ଗୋମୂତ୍ର । ଶାସ୍ତ୍ରରେ ମଧ୍ୟ ଏହାର ଉପକାରିତା ବର୍ଣ୍ଣନା କରାଯାଇଛି । ଆର୍ୟୁବେଦରେ ନା କେବଳ ଗୋମୂତ୍ରର ମହତ୍ୱ ରହିଛି ଆଧୁନିକ ଔଷଧରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ତେବେ ଜାଣନ୍ତୁ ଗୋମୂତ୍ର ପିଇଲେ କଣ ଲାଭ ମିଳେ ।

• ଗୋମୂତ୍ରରେ ପୋଟାସିୟମ୍ , କ୍ୟାଲସିୟମ୍, କ୍ଲୋରାଇଡ୍, ୟୁରିଆ ଏବଂ ଆମୋନିଆ ରହିଥାଏ । ତେଣୁ ଏହାକୁ ପିଇଲେ ତ୍ୱଚା ଜାତୀୟ ସମସ୍ୟା ଦୂର ହୋଇଥାଏ ।
• କ୍ୟାନ୍ସର, ଟିବି ଏବଂ ଅନ୍ୟାନ୍ୟ ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ ।
• ନିୟମିତ ଗୋମୂତ୍ର ପିଇଲେ ଗ୍ୟାଷ୍ଟ୍ରିକ୍ ଏବଂ ଏସିଡିଟି ଭଳି ରୋଗ ଭଲ ହୋଇଥାଏ ।

• ମେଦ ବହୁଳତାର ଚିକିତ୍ସା ପାଇଁ ଡାକ୍ତର ମଧ୍ୟ ଗୋମୂତ୍ର ବ୍ୟବହାର କରିଥାନ୍ତି ।
• ଗର୍ଭବତୀ ଗାଈର ମୂତ୍ରରେ ପ୍ରଚୁର ପରିମାଣର ମିନେରାଲ୍ ଏବଂ ହରମୋନ୍ ଥାଏ ।
• ପ୍ରଥମେ ଦିନକୁ ଦୁଇଥର ତିନିରୁ ଚାରି ଡ୍ରପ୍ ଗୋମୂତ୍ର ପିଅନ୍ତୁ । ଏକ ସପ୍ତାହ ପରେ ଏହାର ପରିମାଣ ବଢାଇ ଏକ ଚାମଚ ପିଅନ୍ତୁ ।

The post ଗୋମୂତ୍ରରେ ରହିଛି ଉତ୍ତମ ସ୍ୱାସ୍ଥ୍ୟର ମହୌଷଧି ଗୁଣ । ୩ ରୁ ୪ ଡ୍ରପ୍ ଗୋମୂତ୍ରର ସେବନରେ କ’ଣ ଲାଭ ମିଳେ ଆସନ୍ତୁ ଜାଣିବା  first appeared on Kanak News.



from Kanak News https://ift.tt/2Yg3ypH https://ift.tt/2WLDRNt
ଗୋମୂତ୍ରରେ ରହିଛି ଉତ୍ତମ ସ୍ୱାସ୍ଥ୍ୟର ମହୌଷଧି ଗୁଣ । ୩ ରୁ ୪ ଡ୍ରପ୍ ଗୋମୂତ୍ରର ସେବନରେ କ’ଣ ଲାଭ ମିଳେ ଆସନ୍ତୁ ଜାଣିବା  Kanak News ଗୋମୂତ୍ରରେ ରହିଛି ଉତ୍ତମ ସ୍ୱାସ୍ଥ୍ୟର ମହୌଷଧି ଗୁଣ । ୩ ରୁ ୪ ଡ୍ରପ୍ ଗୋମୂତ୍ରର ସେବନରେ କ’ଣ ଲାଭ ମିଳେ ଆସନ୍ତୁ ଜାଣିବା  Kanak News Reviewed by SUBHENDU BARAL on October 05, 2021 Rating: 5

No comments:

Powered by Blogger.