ଯାଜପୁର ୦୮/୧୦: ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ ପଞ୍ଚାୟତରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୮ ଗୋରୁ ଜୀବନ୍ତ ଦଗ୍ଧ, ୪ ଗୁରୁତର । ପଞ୍ଚାୟତର ପ୍ରତାପ ବେହେରାଙ୍କ ଗୁହାଳ ଘରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟି ତାହାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
from Prameya News7 https://ift.tt/3AkXDgw
ଭୟାବହ ଅଗ୍ନିକାଣ୍ଡ: ଗୁହାଳରେ ଲାଗିଲା ନିଆଁ, ୮ ଗୋରୁ ଜୀବନ୍ତ ଦଗ୍ଧ
Reviewed by SUBHENDU BARAL
on
October 07, 2021
Rating:
No comments: