ଏମବିବିଏସ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର ୦୭/୧୦:  ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଡ଼ାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛତ୍ରୀ ହେଲେ ୨୦ ବାର୍ଷିୟ ନିରୂପମା ନନ୍ଦ। ସେ ତୃତୀୟ ବର୍ଷ ଏମବିବିଏସ ରେ ପାଠ ପଢୁଥିଲେ। ତାଙ୍କ ଘର ବଲାଙ୍ଗିର ସିଭିଲ କୋର୍ଟ ନିକଟରେ ବୋଲି ଜଣା ପଡିଛି ।

ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ପରେ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇଛି ପୋଲିସ। ତେବେ ନିରୂପମାଙ୍କର କେମିତି ମୃତ୍ୟୁ ହେଲା ଜଣାପଡିନାହିଁ । ତେବେ ନିରୂପମାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।



from Prameya News7 https://ift.tt/3AhcTLm
ଏମବିବିଏସ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ଏମବିବିଏସ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ Reviewed by SUBHENDU BARAL on October 06, 2021 Rating: 5

No comments:

Powered by Blogger.