କଟକ : ଗୋଦାମରେ ଚଢଉ, ୭ କ୍ୱିଣ୍ଟାଲ ନକଲି ଚା’ ପତି ଜବତ, ଜଣେ ଅଟକ

କଟକ, ୦୬|୦୧:  ଲଗାତର ଭାବେ କଟକରେ ବିଭିନ୍ନ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଠାବ ହେଉଛି । ବୁଧବାର ପୁଣି ସହରର ଏକ ଅପମିଶ୍ରିତ ଚା' ଗୋଦାମ ଠାବ କରିଛି ପୋଲିସ ।

ସହରର ମୁକାମେଶ୍ୱର ଗାଁରୁ ଏକ ଚା' ଗୋଦାମ ଠାବ ହୋଇଛି । ସଦର ପୋଲିସ ଏଠାରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି । ଏହାସହ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି ।

ଚଢାଉ ବେଳେ ୭ କ୍ୱିଣ୍ଟାଲରୁ ଅଧିକ ନକଲି ଚା ପତି ଜବତ କରାଯାଇଛି । ଏଠାରେ ବିଭିନ୍ନ ବ୍ରାଣ୍ଡର ଚା ପତିକୁ ଅପମିଶ୍ରିତ କରାଯାଉଥିବା ସୂଚନା ମିଳିଛି ।



from Prameya News7 https://ift.tt/2XesD0u
କଟକ : ଗୋଦାମରେ ଚଢଉ, ୭ କ୍ୱିଣ୍ଟାଲ ନକଲି ଚା’ ପତି ଜବତ, ଜଣେ ଅଟକ କଟକ : ଗୋଦାମରେ ଚଢଉ, ୭ କ୍ୱିଣ୍ଟାଲ ନକଲି ଚା’ ପତି ଜବତ, ଜଣେ ଅଟକ Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.