ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଡିହଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମୃତକ ଦ୍ୱୟ ହେଲେ- ଆଶାଲତା ସାହୁ ଓ ଉଦୟନାଥ ପ୍ରଧାନ।
ଆଜି ସକାଳେ ବଜ୍ରପାତରେ ଆଶାଲତା ଓ ଉଦୟନାଥ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।
The post ବଜ୍ରପାତ ନେଲା ୨ ଜୀବନ appeared first on OTV Khabar..
from OTV Khabar. https://ift.tt/312yEzA
ବଜ୍ରପାତ ନେଲା ୨ ଜୀବନ Rajalaxmi Sahoo
Reviewed by SUBHENDU BARAL
on
October 13, 2020
Rating:
No comments: