ରାସ୍ତା ଉପରେ ପଡ଼ିଛି ଶିଶୁର କଟା ମୁଣ୍ଡ Rajalaxmi Sahoo

ଅନୁଗୁଳ: ରାସ୍ତା ଉପରେ ପଡ଼ି ରହିଛି ଶିଶୁର କଟା ମୁଣ୍ଡ। ଅନୁଗୁଳ ଜିଲ୍ଲା ମିଶ୍ରପଡ଼ା ଛକ ନିକଟରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଶିଶୁଟିର କଟାମୁଣ୍ଡ ପଡ଼ିଥିବା ଦେଖି ଆତଙ୍କିତ ହୋଇପଡ଼ିଥିଲେ। ତେବେ ଶିଶୁଟିର ଶରୀର ଆଖପାଖରେ କେଉଁଠି ବି ଦେଖିବାକୁ ମିଳିନଥିଲା। ଏ ନେଇ ସ୍ଥାନୀୟ ଲୋକେ ଅନୁଗୁଳ ଥାନାକୁ ଖବର ଦେଇଥିଲେ।

ତେବେ କଟା ମୁଣ୍ଡଟି କେଉଁଠୁ ଆସିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

The post ରାସ୍ତା ଉପରେ ପଡ଼ିଛି ଶିଶୁର କଟା ମୁଣ୍ଡ appeared first on OTV Khabar..



from OTV Khabar. https://ift.tt/3iEasu1
ରାସ୍ତା ଉପରେ ପଡ଼ିଛି ଶିଶୁର କଟା ମୁଣ୍ଡ Rajalaxmi Sahoo ରାସ୍ତା ଉପରେ ପଡ଼ିଛି ଶିଶୁର କଟା ମୁଣ୍ଡ Rajalaxmi Sahoo Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.