ଆଜିଠୁ +୨ ଆଡମିଶନ୍‌ Rajalaxmi Sahoo

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହେବ। ପ୍ରଥମ କଟ୍ ଅଫ୍ ମାର୍କ ପାଇଁ ଆଜିଠାରୁ ହାୟର ସେକେଣ୍ଡାରୀ ସ୍କୁଲ ଗୁଡ଼ିକରେ ନାମ ଲେଖାଯିବ। ଆସନ୍ତା ୨୬ ତାରିଖ ଯାଏ ଆଡମିଶନ ପ୍ରକ୍ରିୟା ଚାଲିବ।

କୋଭିଡ୍ ଗାଇଡଲାଇନ୍ସ ପାଳନ କରି ଆଡମିଶନ୍‌ କରାଇବାକୁ କ୍ୟାମ୍ପସରେ ବ୍ୟବସ୍ଥା କରାଯାଇଛି। ଏହାସହ ଯେଉଁ ଛାତ୍ରଛାତ୍ରୀ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହିଁବେ ସେମାନେ ଆଡମିଶନ୍‌ ପରେ ୨୧ରୁ ୨୯ ତାରିଖ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଅକ୍ଟୋବର ୩ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

The post ଆଜିଠୁ +୨ ଆଡମିଶନ୍‌ appeared first on OTV Khabar..



from OTV Khabar. https://ift.tt/33K9ruu
ଆଜିଠୁ +୨ ଆଡମିଶନ୍‌ Rajalaxmi Sahoo ଆଜିଠୁ +୨ ଆଡମିଶନ୍‌ Rajalaxmi Sahoo Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.