କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ: ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି; କିଛି ଦିନ ତଳେ ଡାକ୍ତରଖାନାରୁ ହୋଇଥିଲେ ଡିସଚାର୍ଜ Kanak News
କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ ହୋଇପଡିଛନ୍ତି । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଛି । ୨ ଅଗଷ୍ଟରେ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଥିଲେ । କିଛି ଦିନ ଡାକ୍ତରଖାନାରେ ରହିବା ପରେ ୧୪ ତାରିଖରେ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । ଏବେ ପୁଣି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଅମିତ ଶାହାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗତକାଲି ରାତି ୧୧ଟାରେ ସେ ଏମ୍ସରେ ଭର୍ତି ହୋଇଛନ୍ତି ।
from Kanak News https://ift.tt/3mhNZW4 https://ift.tt/3maxo6q
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ: ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି; କିଛି ଦିନ ତଳେ ଡାକ୍ତରଖାନାରୁ ହୋଇଥିଲେ ଡିସଚାର୍ଜ Kanak News
Reviewed by SUBHENDU BARAL
on
September 12, 2020
Rating:
No comments: