କୃଷି ବିଲ୍‌କୁ ବିରୋଧ : ୧୨ ଘଣ୍ଟିଆ ଅତାବିରା ବ୍ଲକ୍ ବନ୍ଦ

ବରଗଡ ୨୬।୯: କୃଷି ବିଲ୍‌କୁ ବିରୋଧ କରି ବରଗଡ ଜିଲ୍ଲାର ଅତାବିରା ବ୍ଲକ ୧୨ ଘଣ୍ଟିଆ ବନ୍ଦ । ଅତାବିରା ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।



from Prameya News7 https://ift.tt/2G8ordm
କୃଷି ବିଲ୍‌କୁ ବିରୋଧ : ୧୨ ଘଣ୍ଟିଆ ଅତାବିରା ବ୍ଲକ୍ ବନ୍ଦ କୃଷି ବିଲ୍‌କୁ ବିରୋଧ : ୧୨ ଘଣ୍ଟିଆ ଅତାବିରା ବ୍ଲକ୍ ବନ୍ଦ Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.