ଗଞ୍ଜାମ: ଗଞ୍ଜାମରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍ ମନା। ଗଞ୍ଜାମ ଜିଲ୍ଲାରେ ଥିବା ସବୁ ସରକାରୀ ଅଫିସ୍କୁ ସର୍ବସାଧାରଣଙ୍କ ଯିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।
ଜିଲ୍ଲାର ଜଣେ ବରିଷ୍ଠ ସରକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଆସନ୍ତା ୧୦ ଦିନ ଯାଏ ଜିଲ୍ଲାରେ ଥିବା କୌଣସି ସରକାରୀ ଅଫିସ୍କୁ ସର୍ବସାଧାରଣ ଯାଇ ପାରିବେନାହିଁ। କରେନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଏ ନେଇ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
The post ଗଞ୍ଜାମରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍ ମନା appeared first on OTV Khabar..
from OTV Khabar. https://ift.tt/3fWrzFF
ଗଞ୍ଜାମରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍ ମନା Rajalaxmi Sahoo
Reviewed by SUBHENDU BARAL
on
June 23, 2020
Rating:
No comments: