ହୀରାକୁଦ: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡର ଗେଟ୍। ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଗେଟ୍ ଖୋଲିବ ବୋଲି ସୂଚନା ଦିଆଯାଇଛି।
ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଚାଲଛି। ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ୬୧୬ ଫୁଟ ଜଳ ରହିଛି। ତେଣୁ ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ।
ଏ ନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି।
The post ଆଜି ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ appeared first on OTV Khabar..
from OTV Khabar. https://ift.tt/3hVDlCl
ଆଜି ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ Minati Mishra
Reviewed by SUBHENDU BARAL
on
June 24, 2020
Rating:
No comments: