ସମ୍ବଲପୁରରେ ଶୀତଳଷଷ୍ଠୀ, ସରିଲା ପତରପେଣ୍ଡି Minati Mishra

ସମ୍ବଲପୁର; ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉପଲକ୍ଷେ ବିଧି ମୁତାବକ ସଂପନ୍ନ ହୋଇଛି ପତର ପେଣ୍ଡି କାର୍ଯ୍ୟକ୍ରମ । ପୂର୍ବରୁ ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱରଙ୍କର ପତରପେଣ୍ଡି ସରିଥିବା ବେଳେ ଗତକାଲି ଅନ୍ୟ ସବୁ ସ୍ଥାନରେ ଏହି ପରଂପରା ଶେଷ ହୋଇଛି।

ଆଜି ଏସବୁ ସ୍ଥାନରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ହନୁମାନ ନିୟୁତା । ପ୍ରଭୁ ହନୁମାନ ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିବେ।

ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ବହୁ ଜାକ ଜକମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେବଳ ବିଧି ମୁତାବକ ଏହି ପର୍ବ ଆୟୋଜିତ ହେଉଛି।

SMBL_JHADUAPADA_PATARPENDI_AVO_7AM

SMBL_MODIPADA_PATARPENDI_AVO_7AM



from OTV Khabar. https://ift.tt/2TG3z0S
ସମ୍ବଲପୁରରେ ଶୀତଳଷଷ୍ଠୀ, ସରିଲା ପତରପେଣ୍ଡି Minati Mishra ସମ୍ବଲପୁରରେ ଶୀତଳଷଷ୍ଠୀ, ସରିଲା ପତରପେଣ୍ଡି Minati Mishra Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.