ଆଳି ୨୩।୫: ନଦୀରେ ଭାସୁଛି ଅଚିହ୍ନା ମହିଳାଙ୍କ ଶବ । କେହି ଦୁର୍ବୃତ୍ତ ହତ୍ୟା କରି ଭସାଇ ଦେଇଥିବା ସନ୍ଦେହ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ଦୈତାରପୁର ଖରସ୍ରୋତା ନଦୀ ବାଉଁଶ ପୋଲ ନିକଟରେ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । କେହି ଦୁର୍ବୃତ୍ତ ହତ୍ୟା କରି ପଲଥିନ୍ ରେ ପ୍ୟାକ୍ କରି ଭସାଇ ଦେଇଥିବା ସନ୍ଦେହ କରାଯାଉଛି । ମୃତକର ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
from Prameya News7 https://ift.tt/2XpHtAL
ନଦୀରେ ଭାସୁଛି ଅଚିହ୍ନା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ
Reviewed by SUBHENDU BARAL
on
May 22, 2020
Rating:
No comments: