ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ‘ମୋ ବସ୍’ରେ ଆସନ୍ତାକାଲି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ।
ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଯାତ୍ରା ଲାଗି ମହିଳାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଦିପ୍ତୀ ମହାପାତ୍ର।
Important announcement-
On the occasion of #InternationalWomensDay all the women♀️ commuters can avail a free ride in #MoBus🚌. There will be no charge for them on that day. #Mobusforbetteryou@MOBBY_MoBus @arunbothra
— Capital Region Urban Transport (@CRUT_BBSR) March 6, 2020
from OTV Khabar. https://ift.tt/32V25U4
କାଲି ମାଗଣାରେ ‘ମୋ ବସ୍’ରେ ଯାତ୍ରା କରିପାରିବେ ମହିଳା OTV KHABAR BUREAU
Reviewed by SUBHENDU BARAL
on
March 06, 2020
Rating:
No comments: