
କନକ ବ୍ୟୁରୋ: ମହିଳା ଦିବସରେ ମହିଳାଙ୍କୁ ମୋ ବସରେ ମିଳିବ ମାଗଣା ସେବା । ମାଗଣା ସେବା ଯୋଗାଇ ଦେବା ନେଇ କ୍ୟାପିଟାଲ ରିଜନ୍ ଆର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ମହିଳା ମାନେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ମାଗଣାରେ ଯାତ୍ରା କରିପାରିବେ ଏବଂ ମହିଳାଙ୍କଠାରୁ କୌଣସି ଭଡ଼ା ଆଦାୟ କରାଯିବ ନାହିଁ । ତେବେ ଏନେଇ ସଂସ୍ଥାର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର କହିଛନ୍ତି ଯେ- ଆମେ ସବୁ ବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଆସିଛୁ ଏବଂ ମୋ ବସରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ରହିଛନ୍ତି ।
Important announcement-
On the occasion of #InternationalWomensDay all the women
commuters can avail a free ride in #MoBus
. There will be no charge for them on that day. #Mobusforbetteryou@MOBBY_MoBus @arunbothra
— Capital Region Urban Transport (@CRUT_BBSR) March 6, 2020
from Kanak News https://ift.tt/2Tsio7A https://ift.tt/32XrKve
commuters can avail a free ride in
. There will be no charge for them on that day.
No comments: