ଘାରିଲାଣି କରୋନା ଭୟ ! ହୋଲି ଖେଳିବେ ନାହିଁ ରାଜ୍ୟପାଳ, ସତର୍କ ରହିବାକୁ ଦେଲେ ପରାମର୍ଶ Kanak News

କନକ ବ୍ୟୁରୋ :ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ। ହୋଲି ମିଳନ ଯୋଗୁ କରୋନା ଭାଇରସ୍‌ ସଂକ୍ରମଣର ଆଶଙ୍କା ଥିବାରୁ ରାଜ୍ୟପାଳ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।

କୌଣସି ହୋଲି ମିଳନ କିମ୍ବା ହୋଲି ଉତ୍ସବରେ ମଧ୍ୟ ‌ସେ ଯୋଗ ଦେବେ ନାହିଁ। କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।



from Kanak News https://ift.tt/2Tsw5Dz https://ift.tt/39vTxWd
ଘାରିଲାଣି କରୋନା ଭୟ ! ହୋଲି ଖେଳିବେ ନାହିଁ ରାଜ୍ୟପାଳ, ସତର୍କ ରହିବାକୁ ଦେଲେ ପରାମର୍ଶ Kanak News ଘାରିଲାଣି କରୋନା ଭୟ ! ହୋଲି ଖେଳିବେ ନାହିଁ ରାଜ୍ୟପାଳ, ସତର୍କ ରହିବାକୁ ଦେଲେ ପରାମର୍ଶ Kanak News Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.