ବରଗଡରେ ଜାଲ ନୋଟ ରାକେଟ୍ ଠାବ । ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, କିଙ୍ଗପିନ୍ ସମେତ ୩ ଗିରଫ Kanak News

fake- 2000 note

କନକ ବ୍ୟୁରୋ : ୨ ଲକ୍ଷ ୬ଶହ ଟଙ୍କାର ଜାଲନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡର ବିଭିନ୍ନ ସ୍ଥାନରେ ଚଢ଼ାଉ ଚରି ଏତେ ପରିମାଣର ଜାଲ ନୋଟକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟ୍ୟାକ୍ସ ଫୋର୍ସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମଙ୍ଗଲୁ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ ମେହେର ।

କ୍ରାଇମବ୍ରାଂଚ ଏସଟିଏଫ୍ ଡିଏସପି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ବରଗଡ , ବରପାଲି, ଛତିଶଗଡ ଆଦି ସ୍ଥାନରେ ଚଢ଼ାଉ କରି ଏହି ସଫଳତା ପାଇଛି ।



from Kanak News https://ift.tt/2IpUqnf https://ift.tt/2IsxqUI
ବରଗଡରେ ଜାଲ ନୋଟ ରାକେଟ୍ ଠାବ । ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, କିଙ୍ଗପିନ୍ ସମେତ ୩ ଗିରଫ Kanak News ବରଗଡରେ ଜାଲ ନୋଟ ରାକେଟ୍ ଠାବ । ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, କିଙ୍ଗପିନ୍ ସମେତ ୩ ଗିରଫ Kanak News Reviewed by SUBHENDU BARAL on March 06, 2020 Rating: 5

No comments:

Powered by Blogger.