ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୨ ଜିଲ୍ଲାକୁ ସତର୍କ ସୂଚନା OTV KHABAR BUREAU

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଦିନ ୧୦ଟା ଯାଏ ୧୨ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଓ କନ୍ଧମାଳ।



from OTV Khabar. https://ift.tt/2PmY6Kn
ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୨ ଜିଲ୍ଲାକୁ ସତର୍କ ସୂଚନା OTV KHABAR BUREAU ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୨ ଜିଲ୍ଲାକୁ ସତର୍କ ସୂଚନା OTV KHABAR BUREAU Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.