ରାଉରକେଲା: ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି।
ଗତ ରବିବାର ରାତିରେ ୭ ଜଣ ଦୁର୍ବୃତ୍ତ ଚୋରି କରିବା ପାଇଁ ସମ୍ପୃକ୍ତ ମହିଳାଙ୍କ ଘରେ ପଶିଥିଲେ। ତଳ ଘରେ କେୟାରଟେକର୍ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଉପର ଘରେ ମହିଳାଙ୍କୁ ଏକୁଟିଆ ପାଇ ଦୁର୍ବୃତ୍ତମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଦୁଷ୍କର୍ମ ପରେ ଲକ୍ଷାଧତ୍କ ଟଙ୍କାର ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।
from OTV Khabar. https://ift.tt/3abfj1v
ଚୋରି କରିବାକୁ ଆସି ଗଣଦୁଷ୍କର୍ମ ! OTV KHABAR BUREAU
Reviewed by SUBHENDU BARAL
on
February 25, 2020
Rating:
No comments: