ଦେଶଦ୍ରୋହ ମାମଲାରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଗିରଫ । ପୂର୍ବରୁ ଏନବିଡବ୍ଲୁ ଜାରି କରିଥିଲା କୋର୍ଟ । Kanak News

କନକ ବ୍ୟୁରୋ: କଂଗ୍ରେସ ନେତା ହାର୍ଦିକ ପଟେଲଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଦରେ ଥିବା ଦେଶଦ୍ରୋହ ମାମଲା ନେଇ ପୂର୍ବରୁ କୋର୍ଟ ଗିରଫ ପରବାନା ଜାରି କରିଥିଲେ । ତାଙ୍କୁ ଆସନ୍ତା ୨୪ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । ତେବେ ତାର ପୂର୍ବରୁ ହାର୍ଦିକଙ୍କୁ ବିରମଗାଁ ନିକଟସ୍ଥ ହାସଲପୁରରୁ ଗିରଫ କରିଛି ପୋଲିସ ।

from Kanak News https://ift.tt/2R6fDHP https://ift.tt/30xxH0V
ଦେଶଦ୍ରୋହ ମାମଲାରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଗିରଫ । ପୂର୍ବରୁ ଏନବିଡବ୍ଲୁ ଜାରି କରିଥିଲା କୋର୍ଟ । Kanak News
Reviewed by SUBHENDU BARAL
on
January 18, 2020
Rating:
No comments: