ମାଓବାଦୀକୁ ମାରି ଦେଲେ ଗାଁ ଲୋକେ । ଗାଁ ଲୋକଙ୍କ ପଥରମାଡରେ କିଛି କ୍ୟାଡର ମାଓବାଦୀ ଆହତ Kanak News

କନକ ବ୍ୟୁରୋ : ଲାଲଗଡରେ ଅଭାବନୀୟ ଘଟଣା । ଗାଁ ଲୋକଙ୍କ  ପଥର ମାଡରେ ଜୀବନ ହରାଇଲା ମାଓବାଦୀ । ଏପରି ଏକ ଘଟଣା ଘଟିଛି ମାଲକାନଗିରିର ଜନ୍ତୁରାଇ ଗାଁରେ । ଗ୍ରାମବାସୀଙ୍କ ପଥର ମାଡରେ କିଛି କ୍ୟାଡର ମାଓବାଦୀ ଆହତ ହୋଇଥିବା ଜଣାପଡିଛି ।

ଗାଁ ଲୋକଙ୍କ ଉନ୍ନୟନମୂଳକ କାମକୁ ବିରୋଧ କରୁଥିଲେ ଗ୍ରାମବାସୀ । ମାଓବାଦୀ ପହଁଚି ଲୋକଙ୍କୁ ଭୟଭୀତ କରିବାକୁ ଗୁଳି ଚଳାଇବା ପରେ ତାତି ଉଠିଥିଲେ ଲୋକେ । ଟେକା ପଥର ମାଡ କରିଥିଲେ । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି ।



from Kanak News https://ift.tt/2Gq05c4 https://ift.tt/2uxwf2F
ମାଓବାଦୀକୁ ମାରି ଦେଲେ ଗାଁ ଲୋକେ । ଗାଁ ଲୋକଙ୍କ ପଥରମାଡରେ କିଛି କ୍ୟାଡର ମାଓବାଦୀ ଆହତ Kanak News ମାଓବାଦୀକୁ ମାରି ଦେଲେ ଗାଁ ଲୋକେ । ଗାଁ ଲୋକଙ୍କ ପଥରମାଡରେ କିଛି କ୍ୟାଡର ମାଓବାଦୀ ଆହତ Kanak News Reviewed by SUBHENDU BARAL on January 25, 2020 Rating: 5

No comments:

Powered by Blogger.