ଧ୍ୟାନ ଦିଅନ୍ତୁ ରାଜଧାନୀ ଏକ୍ସପ୍ରେସର ଯାତ୍ରୀ । ଆଜି ପରିବର୍ତ୍ତିତ ସମୟରେ ଯାତ୍ରା କରିବ ରାଜଧାନୀ ଏକ୍ସପ୍ରେସ Kanak News

କନକ ବ୍ୟୁରୋ : ଜାନୁଆରି ୨୩ ତଥା ଗୁରୁବାର ଭୁବନେଶ୍ୱରଠାରୁ ନୂଆଦିଲ୍ଲୀ ଯିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ(୨୨୮୧୩) ଏହାର ନିର୍ଧାରିତ ସମୟ ପୂର୍ବାହ୍ନ ୯ଟା ୩୦ ପରିବର୍ତ୍ତେ ଅପରାହ୍ନ ଗୋଟାଏରେ ଯାତ୍ରା ଆରମ୍ଭ କରିବ।
ଉତ୍ତର ଭାରତ ସହ ଅନେକ ସ୍ଥାନରେ ଘନ କୁହୁଡ଼ି ଜନିତ ସଂଯୋଗକାରୀ ଟ୍ରେନର ବିଳମ୍ବିତ ଚଳାଚଳ ଯୋଗୁଁ ଏହି ଟ୍ରେନ ବିଳମ୍ବରେ ଭୁବନେଶ୍ୱରଠାରୁ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯାତ୍ରୀମାନଙ୍କୁ ଯେପରି ଭାବରେ କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବରୁ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
from Kanak News https://ift.tt/3aB5UBe https://ift.tt/2sTdSok
ଧ୍ୟାନ ଦିଅନ୍ତୁ ରାଜଧାନୀ ଏକ୍ସପ୍ରେସର ଯାତ୍ରୀ । ଆଜି ପରିବର୍ତ୍ତିତ ସମୟରେ ଯାତ୍ରା କରିବ ରାଜଧାନୀ ଏକ୍ସପ୍ରେସ Kanak News
Reviewed by SUBHENDU BARAL
on
January 22, 2020
Rating:
No comments: