ନିମାପଡା ୨୫।୦୧ : ସଡକ ଦୁର୍ଘଟଣାରେ ୨ଜଣ ଶିକ୍ଷୟିତ୍ରୀ ମୃତ। ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ନିକଟରେ ଘଟିଛି ଦୁର୍ଘଟଣା । ମୃତକମାନେ ହେଲେ ଶୁଭଲକ୍ଷ୍ମୀ ପରିଡା ଓ ସ୍ନେହଲତା ସାହୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଦାଣ୍ଡମୁକୁନ୍ଦପୁର ନିକଟରେ ଦୁଇ ଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଯାଉଥିବା ବେଳେ ଟାଟା ଏସି ଧକ୍କା ଦେଇଥିଲା । ଟାଟା ଏସି ଧକ୍କା ଦେବା ଫଳରେ ଉଭୟ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷୟିତ୍ରୀ ଦୁଇ ଜଣ ପୁରୀ ଜିଲ୍ଲା ପିପିଲି ପୀତବାସ ଏମ୍.ଇ ସ୍କୁଲରେ କାର୍ଯରତ ଥିଲେ ।

from Prameya News7 https://ift.tt/2vmD1sn
ସ୍କୁଟି-ଟାଟା ଏସିଇ ଧକ୍କା, ୨ଶିକ୍ଷୟିତ୍ରୀ ମୃତ
Reviewed by SUBHENDU BARAL
on
January 24, 2020
Rating:
No comments: