
କନକ ବ୍ୟୁରୋ : ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ମହାକାଳାପଡା ହଗପାଟଣା ପ୍ରାଥମିକ ବିଦ୍ୟାଳୟ । କାନ୍ଥ ଫାଟି କରିଛି ଆଁ, ଛାତରୁ ଖସୁଛି କଂକ୍ରିଟ୍ ସ୍ଲାବ୍ । ଜୀବନକୁ ପାଣି ଛଡାଇ ଭଙ୍ଗା ଘରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଖଣ୍ଡ ଖଣ୍ଡ ହୋଇ ଛାଡି ଯାଇଛି ଛାତ । କେବଳ ଶ୍ରେଣୀ ଗୃହର ଅବସ୍ଥା ନୁହେଁ ଅଫିସର ଅବସ୍ଥା ତାହାଠୁ ବଳି । ଛାତ ଫାଟିଯିବା ସହିତ ରଡ୍ ଦେଖାଯାଉଛି ।

from Kanak News https://ift.tt/2EnQph1 https://ift.tt/2RZePpl
ବିପଦସଙ୍କୁଳ ଅବସ୍ଥାରେ ପ୍ରାଥମିକ ବିଦ୍ୟାଳୟ । କାନ୍ଥ ଫାଟି ଆଁ କରିଛି ତ ଛାତରୁ ଖସୁଛି କଂକ୍ରିଟ ସ୍ଲାବ୍ Kanak News
Reviewed by SUBHENDU BARAL
on
December 16, 2019
Rating:
No comments: