ଚୌଦ୍ୱାର ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ଚୌଦ୍ୱାର ୧୭।୧୨: ଚୌଦ୍ୱାର ସ୍ଥିତ ବିମାନ ଉଡାଣ ଗବେଷଣା କେନ୍ଦ୍ର ନିକଟରେ ହାତୀ ପଲ । ଡାଲିଜୋଡା ରିଜର୍ଭ ଜଙ୍ଗଲରୁ ବିଳମ୍ବିତ ରାତିରେ ଚାଲି ଆସିଥିବା ଅଠର ଜଣିଆ ହାତୀପଲ ଏବେ arc ପାଚେରୀ ନିକଟରେ ଥିବା କାଜୁ ଜଙ୍ଗଲ ମଧ୍ୟରେ ଅଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ଆଗ୍ରହାଟ-ସଙ୍କରପୁର–ବାଣୀପଦା ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା । ବନ କର୍ମଚାରୀମାନେ ଏମାନଙ୍କୁ ଘଉଡାଇବାପାଇଁ ଉଦ୍ୟମ ଜାରି ରଖିଛନ୍ତି । ହାତୀ ପଲ ନିକଟସ୍ତ ମଙ୍ଗଳପୁର, ଆଗ୍ରହାଟ ଓ ବାଣୀପଦା ଗ୍ରାମ ର ଧାନ ଫସଲ ନଷ୍ଟ କରିଛନ୍ତି ।



from Prameya News7 https://ift.tt/2M2lB9Y
ଚୌଦ୍ୱାର ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ଚୌଦ୍ୱାର ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.