ଏହି ୭ଟି ରାଶି ଉପରେ ରହିବ ଶନି ଦେବଙ୍କ କୃପା, ଖୁସି ଖବର ମିଳିବା ସହ କାର୍ଯ୍ୟରେ ପାଇବେ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯୋଜନାର ସ୍ଥିତିରେ ଲଗାତର ପରିବର୍ତ୍ତନ ହେବା କାରଣରୁ ରାଶିରେ ପରିବର୍ତ୍ତନ ହୋଇଥାଏ । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହି ୭ଟି ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ମିଳିବାର ଯୋଗ ରହିଛି । ଏହି ରାଶିର ବ୍ୟକ୍ତିଙ୍କର କେହି ଶତ୍ରୁ ମଧ୍ୟ କିଛି କରିପାରିବ ନାହିଁ । ସନ୍ତାନ ମାନଙ୍କ ପାଇଁ ଥିବା ଚିନ୍ତା ଦୂର ହେବ ।

ସନ୍ତାନମାନଙ୍କ ତରଫରୁ ଶୁଭ ଖବର ମିଳିବାର ସମ୍ଭାବନା ରହିଛି । ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଧନଲାଭ ଏବଂ ଆୟ ବୃଦ୍ଧି ହେବାର ଯୋଗ ରହିଛି । ପରିବାରରେ ଖୁସିର ମାହୋଲ ରହିବ । କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଶନି ଦେବଙ୍କ କୃପାରୁ ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ ।

ଏହି ୭ଟି ରାଶି ହେଉଛି ମେଷ, ବୃଷ, କର୍କଟ, ମିଥୁନ, ସିଂହ, ମକର ଏବଂ ମୀନ । ଶନି ଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏମାନଙ୍କୁ ଅନେକ ସଫଳତା ମିଳିବାର ଯୋଗ ରହିଛି । ଆପଣଙ୍କ ପାଇଁ ଏହି ସମୟ ଲାଭଦାୟକ ସାବ୍ୟସ୍ତ ହେବ । ଅଭ୍ୟାସରେ ଅଧିକ ରୁଚି ରଖିପାରନ୍ତି ।

ସେୟାର ମାର୍କେଟ୍ ସହ ଜଡିତ କିଛି ସମସ୍ୟା ଥିଲେ ତାହା ଦୂର ହେବାର ସମ୍ଭାବନା ରହିଛି । କିଛି ବଡ ବାଦ-ବିବାଦ ପାଇଁ ସଂପର୍କ ଚ୍ଛିନ୍ନ ହେବାର ଯୋଗ ରହିଛି । ଭଲ ଆଶୀର୍ବାଦ ମିଳିବାର ସମ୍ଭାବନା ରହିଛି । ସମାଜରେ ଏମାନେ ଏମାନଙ୍କର ଉଚିତ୍ ସ୍ଥାନ ସୃଷ୍ଟି କରିବାର ଯୋଗ ରହିଛି । ଏହି ସମୟ ଶାନ୍ତିରେ କଟିବାର ସମ୍ଭାବନା ରହିଛି ।



from Prameya News7 https://ift.tt/2rQajhY
ଏହି ୭ଟି ରାଶି ଉପରେ ରହିବ ଶନି ଦେବଙ୍କ କୃପା, ଖୁସି ଖବର ମିଳିବା ସହ କାର୍ଯ୍ୟରେ ପାଇବେ ସଫଳତା ଏହି ୭ଟି ରାଶି ଉପରେ ରହିବ ଶନି ଦେବଙ୍କ କୃପା, ଖୁସି ଖବର ମିଳିବା ସହ କାର୍ଯ୍ୟରେ ପାଇବେ ସଫଳତା Reviewed by SUBHENDU BARAL on December 14, 2019 Rating: 5

No comments:

Powered by Blogger.