ସୋନପୁର ୨୬।୧୧: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ଜଣକ ହେଲେ ସୌମିତ୍ରୀ ପାତ୍ର । ସେ ଆତ୍ମହତ୍ୟା ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ଲାତୁରପେଟ ଗାଁରେ ଥିବା ବାବା ମଠ ନିକଟର ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୌମିତ୍ରୀ ପାତ୍ର ଓ ସେ ବିବାହିତ ବୋଲି ଜଣାପଡିଛି । ସୌମିତ୍ରୀ ଆତ୍ମହତ୍ୟା ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୌମିତ୍ରୀଙ୍କୁ ଆଜି ଗାଁ ନିକଟରେ ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଜାରି ରଖିଛି ।
from Prameya News7 https://ift.tt/34jLBVf
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
Reviewed by SUBHENDU BARAL
on
November 25, 2019
Rating:
No comments: