ପାରାଦୀପ ୨୬।୧୧: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଟ୍ରେନ୍ ସହିତ ଧକ୍କା ହେଲା ହାଇଓ୍ବା। ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର।

ସୂଚନାଯୋଗ୍ୟ ଯେ, ପାରାଦୀପ ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ପରିବହନ କାର୍ଯ୍ୟ ଚାଲୁଥିବା ସମୟରେ ମାଲ ବୋଝେଇ ହାଇହ୍ବା କୌଣସି କାରଣରୁ ଟ୍ରେନ୍ ସହିତ ଧକ୍କା ହୋଇଯାଇଛି। ଦୁର୍ଘଟଣାରେ ହାଇଓ୍ବାର ମୁହଁ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇ ନଥିବା ଜଣାପଡିଛି । ହାଇହ୍ବାଟି ଲାଇମ୍ ଷ୍ଟୋନ୍ ପଣ୍ୟ ପରିବହନ କରୁଥିବା ଜଣାପଡିଛି।
from Prameya News7 https://ift.tt/2OGt2UK
ଟ୍ରେନ୍ ସହ ଧକ୍କା ହେଲା ହାଇଓ୍ବା : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
Reviewed by SUBHENDU BARAL
on
November 25, 2019
Rating:
No comments: